ପାଟନା ଛାଡିଲେ ଲାଲୁଙ୍କ ୩ ଝିଅ, ସିଙ୍ଗାପୁର ଚାଲିଗଲେ ରୋହିଣୀ
ପାଟନା,୧୬।୧୧: ଲାଲୁ ପ୍ରସାଦ ଯାଦବ ପରିବାର ମଧ୍ୟରେ ଉତ୍ତେଜନା ପରେ, ଲାଲୁ ପ୍ରସାଦଙ୍କ ତିନି ଝିଅ ପାଟନା ଛାଡିଛନ୍ତି। ସେମାନେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ଦିଲ୍ଲୀ ଚାଲି ଯାଇଛନ୍ତି। ରାଗିଣୀ, ରାଜଲକ୍ଷ୍ମୀ ଏବଂ ଚନ୍ଦା ଯାଦବ ଦିଲ୍ଲୀ ଚାଲିଯାଇଛନ୍ତି।…


