ଲାଲୁଙ୍କ ସମେତ ୯ ଜଣଙ୍କୁ ଜାମିନ ଦେଲେ କୋର୍ଟ ପାଟନା,୭ା୧୦: ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି ସୋମବାର ହୋଇଥିଲା। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୨୫ ଅକ୍ଟୋବରରେ ହେବ।...