ଭାଜପା ନେତା ଲଳିତ ବେହେରାଙ୍କ ଗିରଫ ଦାବିରେ ବ୍ଲକ ଅଫିସରେ ପଡ଼ିଲା ତାଲା ରାଜନଗର,୫ା୧(ଭାସ୍କର ରାଉତରାୟ): ୪ ତଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ନେତା ଲଳିତ ବେହେରା ରାଜନଗର ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ କମ୍ପ୍ୟୁଟର ମନିଟର ଦ୍ୱାରା ଆକ୍ରମଣ କରିବା ଘଟଣା ଏବେ ରାଜ୍ୟ ତଥା ଜାତୀୟସ୍ତରରେ ବିଭିନ୍ନ ଗଣମାଧ୍ୟମରେ…