ରେକର୍ଡ ଭାଙ୍ଗିଲେ ଅମିତ ଶାହା! ପଛରେ ପଡ଼ିଗଲେ ଲାଲ କୃଷ୍ଣ ଆଡଭାନୀ ନୂଆଦିଲ୍ଲୀ,୫।୮: ମଙ୍ଗଳବାର ଅମିତ ଶାହା ଭାରତର ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଏହା ଉଲ୍ଲେଖ କରିଥିଲେ ଏବଂ ଅମିତ ଶାହାଙ୍କୁ ପ୍ରଶଂସା କରିଥିଲେ। ୩୦ ମଇ,…