‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି’ ଶୋରେ ସ୍ମୃତି ଇରାନୀଙ୍କ ସହ ନଜର ଆସିବେ ବିଲ ଗେଟସ୍ ନୂଆଦିଲ୍ଲୀ,୨୩।୧୦: ଆଇକନିକ ଟିଭି ଶୋ ‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି’ ଏହାର ନୂଆ ସିଜିନ ସହିତ ପୁଣି ଥରେ ଛୋଟ ପରଦାରେ ଚହଳ ସୃଷ୍ଟି କରୁଛି। ବର୍ଷ ବର୍ଷ ପରେ ଶୋ’ର ପୁନରାଗମନ ପ୍ରଶଂସକମାନଙ୍କ ମଧ୍ୟରେ ମଧୁର...