ସୁକ୍ଷାକର୍ମୀଙ୍କୁ ବଡ ସଫଳତା: ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଲଶ୍କରର ୫ ଆତଙ୍କବାଦୀ ନିହତ କୁପଓ୍ବାଡା,୨୬।୧୦: ଜମ୍ମୁ କାଶ୍ମୀରର କୁପୱାଡା ଜିଲାର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ଗୁରୁବାର ସୁରକ୍ଷା କର୍ମୀ ବିଫଳ କରିଛି। ଏଲସି ଉପରେ ସୁରକ୍ଷା କର୍ମୀ ଏକ ପ୍ରମୁଖ ଅପରେସନରେ ଲଶ୍କର-ଏ-ତୋଇବା (ଏଲଇଟି) ର ୫ ଆତଙ୍କବାଦୀଙ୍କୁ ନିହତ…