Krishi Mahakumbh-2026

୨୧ରୁ ଆରମ୍ଭ ହେବ କୃଷି ମହାକୁମ୍ଭ, ସମ୍ମାନିତ ହେବେ ୨୦ ଅଧିକାରୀ

ଭୁବନେଶ୍ୱର,୧୯ା୧: ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେବ ଓଡ଼ିଶାର କୃଷି ମହାକୁମ୍ଭ କୃଷି ଓଡ଼ିଶା-୨୦୨୬। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ…

5 hours ago