ରାମ ମନ୍ଦିରର ଧାର୍ମିକ ପତାକାରେ ଖୋଦିତ କୋଭିଦାର ଗଛ କ’ଣ? ଏହାକୁ କାହିଁକି ପ୍ରତୀକ କରାଯାଇଥିଲା, ଜାଣନ୍ତୁ ଅଯୋଧ୍ୟା,୨୫।୧୧: ଅଯୋଧ୍ୟା ରାମ ମନ୍ଦିରର ପତାକାରେ ସୂର୍ଯ୍ୟଙ୍କ ସହିତ ଖୋଦିତ କୋବିଦାର ଗଛ ମଧ୍ୟ ରହିଛି। ଏହା ରାଜା ରାମଙ୍କ ରଘୁକୂଳର ତେଜ, ତ୍ୟାଗ ଏବଂ ତପସ୍ୟାର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଅନେକ ଔଷଧୀୟ ଗୁଣ ଥିବା ଏହି...