Google Boy: କୌଟିଲ୍ୟଙ୍କୁ ମାଷ୍ଟର ଡିଗ୍ରୀ କରିବାକୁ ଅଫର ଦେଲା ଅକ୍ସଫୋର୍ଡ ୟୁନିଭର୍ସିଟି, ମିଳିବ ଏତେ ଟଙ୍କାର ସ୍କଲାରଶିପ ନୂଆଦିଲ୍ଲୀ,୨୭।୮: ହରିୟାଣା କର୍ନାଲର କୌଟିଲ୍ୟ ପଣ୍ଡିତ ଓରଫ ଗୁଗୁଲ ବୟଙ୍କୁ ସମସ୍ତେ ନିଶ୍ଚୟ ଜାଣିଥିବେ। ସେ ସେହି ଗୁଗୁଲ ବୟ ଯିଏ ପାଞ୍ଚ ବର୍ଷ ବୟସରେ ପୁଞ୍ଜି, ମୁଦ୍ରା, ଜନସଂଖ୍ୟା ଏବଂ ଭୂଗୋଳ ମନେ ରଖିଥିଲେ। ଆପଣ ତାଙ୍କୁ କୌନ ବନେଗା…