କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜ୍ୟ ସରକାରଙ୍କ ୫ ବରିଷ୍ଠ ମନ୍ତ୍ରୀ କୋରାପୁଟ,୨୮ା୬(ଅମିତାଭ ବେହେରା): ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜ୍ୟ ସରକାରଙ୍କ ୫ ବରିଷ୍ଠ ମନ୍ତ୍ରୀ । ରଥଯାତ୍ରା ପାଇଁ ଭୁବନେଶ୍ବରରୁ ଆସି ଜୟପୁର ବିମାନବନ୍ଦରରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ…