ନିଶା ଇଞ୍ଜେକ୍ସନ ନେଇ ସଞ୍ଜୟଙ୍କ ଠାରୁ ସତ କୁହାଇବ ସିବିଆଇ, ଜାଣନ୍ତୁ କେମିତି ହେବ ଟେଷ୍ଟ, ହୋଇପାରେ ବିପଦ!
ନୂଆଦିଲ୍ଲୀ,୧୩।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାର ଫିଟିବ ଗୁମର। ଅଭିଯୁକ୍ତ ସଞ୍ଜୟ ରୟଙ୍କ ହୋଇପାରେ ନାର୍କୋ ଟେଷ୍ଟ। ଏନେଇ ସିବିଆଇ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ଆଣିବ। ତେବେ ଏହା ପୂର୍ବରୁ ସଞ୍ଜୟଙ୍କ ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଏବେ...
ମହିଳା ସୁରକ୍ଷା ଉପରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ: ”ମୁକ୍ତ ହୋଇ ବୁଲୁଛନ୍ତି ଅପରାଧୀ, ଭୟରେ ରହୁଛନ୍ତି ପୀଡିତା “
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମହିଳାଙ୍କୁ ସମାଜର ସମର୍ଥନ ଅଭାବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି। ବର୍ତମାନ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। କୋଲକାତା ଡାକ୍ତରଖାନାରେ ଜଣେ...
କୋଲକାତା ବଳାତ୍କାର-ହତ୍ୟା ମାମଲା; ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜରେ ଘଟିଥିବା ବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ମାହୋଲ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟ ବର୍ତ୍ତମାନ ନିଜ ଆଡୁ ଏହି ମାମଲାର ସଜ୍ଞାନ ନେଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟରେ ଏହି...
୧୭ରେ ସମଗ୍ର ଦେଶରେ ଧର୍ମଘଟ କରିବେ ଡାକ୍ତର; ମେଡିକାଲକୁ ନିରାପଦ ଅଞ୍ଚଳ ଘୋଷଣା ଦାବି
ଭୁବନେଶ୍ୱର, ୧୫।୮: ଦେଶର ଡାକ୍ତରଙ୍କ ସହ ଜଡିତ ସଂଗଠନଗୁଡ଼ିକ ସୁରକ୍ଷା ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ୧୭ ଅଗଷ୍ଟରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛି। କୋଲକାତାରେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଆଇଏମଏ ଧର୍ମଘଟ କରିବ।...
Archives


