ଅପରେସନ୍ ସିନ୍ଦୂର: କିରାନା ହିଲ୍ସରେ ଭାରତର ଆକ୍ରମଣ ନେଇ OSINT ବିଶେଷଜ୍ଞଙ୍କ ଦାବି ନୂଆଦିଲ୍ଲୀ,୨୧।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ’ ୨୦୨୫ରେ ହୋଇଥିବା ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନର କିରାନା ହିଲ୍ସକୁ ଆକ୍ରମଣ କରିଥିବା ନେଇ ଜଣେ ପ୍ରଖ୍ୟାତ ଓପନ୍-ସୋର୍ସ ଇଣ୍ଟେଲିଜେନ୍ସ (OSINT) ବିଶେଷଜ୍ଞ ଦାବି କରିଛନ୍ତି। କିରାନା ହିଲ୍ସ, ଯାହା...