KIIT ପରେ KIMS ବିବାଦ: ଆତ୍ମହତ୍ୟା କରିବାକୁ ଧମକ ଦେଲେ ମେଡିକାଲ ଛାତ୍ରୀ ଭୁବନେଶ୍ୱର,୨୧।୨: KIIT ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ (20)ଙ୍କ ଆତ୍ମହତ୍ୟା ଖବରରେ ରହିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ ସାମ୍ରାଜ୍ୟରୁ ଆସିଛି ବଡ ଖବର। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS)ର ଅନେକ ଡାକ୍ତରୀ...