ଭୟଙ୍କର ରୋଗ ସହ ଲଢୁଛନ୍ତି କିମ୍ କାର୍ଦାସିଆନ୍, ଖୁଲାସା ପରେ ଚିନ୍ତାରେ ପ୍ରଶଂସକ ଓ୍ବାଶିଂଟନ: ଆମେରିକାର ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଚେହେରା ମଧ୍ୟରୁ କିମ୍ କାର୍ଦାସିଆନ ଜଣେ। ହଲିଉଡ୍ର ଗ୍ଲାର୍ମର ଜଗତ ସହ ଜଡ଼ିତ ଥିବା ଏହି ଅଭିନେତ୍ରୀଙ୍କ ପ୍ରଶଂସକ କାହିଁରେ କେତେ। ଅଜବଗଜବ ଫ୍ୟାଶନ ସେନ୍ସ ସହ ବିଳାସମୟ ଲାଇଫଷ୍ଟାଇଲ୍ ଲାଗି ଲୋକେ...