ଦୀପାବଳିରେ ‘କାର୍ବାଇଡ୍ ଗନ୍’ ବିସ୍ଫୋରଣ: ମଧ୍ୟପ୍ରଦେଶରେ ୧୪ ଶିଶୁଙ୍କର ଆଖି ନଷ୍ଟ ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷ ଦୀପାବଳି ଅବସରରେ ବ୍ୟବହୃତ ‘କାର୍ବାଇଡ୍ ଗନ୍’ ବା ‘ଦେଶୀ ଫାୟାରକ୍ରାକର୍ ଗନ୍’ ନାମକ ଏକ ବିପଜ୍ଜନକ ଖେଳଣା ପାଇଁ ମଧ୍ୟପ୍ରଦେଶରେ ୧୪ ଜଣ ଶିଶୁ ସେମାନଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ…