ନାବାଳାକିଙ୍କୁ ବଳାତ୍କାର ମାମଲା: ଟିଉସନ ସାର୍ଙ୍କୁ ୨୦ବର୍ଷ ଜେଲଦଣ୍ଡ ଭୁବନେଶ୍ୱର,୧୪ା୩(ସତ୍ୟଜିତ୍ ରାଉତ): ଖୋର୍ଦ୍ଧା ଜିଲା ମଡେଲ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୪ବର୍ଷ ପରେ ଭୁବନେଶ୍ୱରସ୍ଥିତ ୪ର୍ଥ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗୁରୁବାର ରାୟ ପ୍ରକାଶ କରିଛନ୍ତି।...