ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମସ୍ତ ସାତଟି ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ ଦାଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T2 ର ଅନ୍ତିମ ବ୍ରେକଥ୍ରୁ ମେ…