ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି… ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ…