ଭୟଙ୍କର ଆକ୍ସିଡେଣ୍ଟ ପରେ କାହିଁକି ନିୟମିତ ଖେଚୁଡ଼ି ଖାଉଥିଲେ ପନ୍ତ,ଡାକ୍ତର କହିଲେ… ନୂଆଦିଲ୍ଲୀ,୨୯।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଆଘାତ ଯୋଗୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ ପନ୍ତଙ୍କୁ ଆଘାତ ଲାଗିଥିଲା, ଯାହା ପରେ ଜଣାପଡିଥିଲା ଯେ ତାଙ୍କ ପଞ୍ଝାର ଫ୍ରାକ୍ଚର…