Tag Archives: Khan Sir

ଖାନ୍‌ ସାର୍‌ଙ୍କ ବଡ଼ ନିଷ୍ପତି, ବିହାରରେ ହଲଚଲ: ଏଣିକି…

ପାଟନା,୨୧।୮: ସାଧାରଣ ଲୋକମାନେ ଏବେ ପ୍ରସିଦ୍ଧ YouTuber ଏବଂ ଶିକ୍ଷକ ଖାନ ସାର୍‌ଙ୍କ ଘରେ ୨୫ ଟଙ୍କାରେ ECG ପରୀକ୍ଷା କରିପାରିବେ। ଖାନ ସାର୍‌ଙ୍କ ଏହି ପଦକ୍ଷେପ ଗରିବ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏନେଇ ଖାନ ସାର୍‌ କହିଛନ୍ତି,ଚିକିତ୍ସା…

ବିବାହର ଖୁବ କମ ଦିନ ମଧ୍ୟରେ ଖାନ ସାର୍‌ଙ୍କ ଘରେ ଆରମ୍ଭ ହେଲାଣି ଝଗଡ଼ା! ସାର୍‌ କହିଲେ…

ପାଟନା,୧୦।୬: ଗତ ମାସରେ, ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିବାହ କରିଥିଲେ। ବିବାହର ପ୍ରାୟ ଗୋଟିଏ ମାସ ପରେ, ସେ ସମସ୍ତଙ୍କୁ ଏହା ଜଣାଇଥିଲେ। ଏହା ପରେ, ତାଙ୍କ ବିବାହ ସହିତ ଜଡିତ ପ୍ରତ୍ୟେକ ଛୋଟ ବଡ଼ କଥା ସୋସିଆଲ ମିଡିଆରେ…

ଖାନ୍‌ ସାରଙ୍କର ରିସେପଶନ ଫଟୋ ଭାଇରାଲ, ଏହି ମହିଳାଙ୍କୁ କରିଛନ୍ତି ବିବାହ

ପାଟଣା, ୩।୬: ବିହାରର ଜଣାଶୁଣା ଶିକ୍ଷକ ତଥା ଲୋକପ୍ରିୟ ୟୁଟ୍ୟୁବର ଖାନ ସାର (ଫୈଜଲ ଖାନ) ନିକଟରେ ନିଜର ବିବାହ ରିସେପଶନ ପାର୍ଟି ପାଟଣାରେ ଆୟୋଜନ କରିଥିଲେ। ଏହି ରିସେପଶନରେ ତାଙ୍କ ପତ୍ନୀ ଏ.ଏସ. ଖାନଙ୍କ ସହ ତାଙ୍କର ଫଟୋ ଏବଂ…

ଲୁଚିଲୁଚି ବାହା ହୋଇଗଲେ ଖାନ୍‌ ସାର୍‌, ସ୍ତ୍ରୀଙ୍କ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୭।୫: ଖାନ ସାର୍‌ ସାରା ଦେଶରେ ଲୋକପ୍ରିୟ। ତାଙ୍କର ପାଠପଢ଼ା ଶୈଳୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ। ତଥାପି, ନିକଟରେ ଖାନ ସାରଙ୍କ ଏକ ଖବର ସମସ୍ତଙ୍କୁ ଚକିତ କରିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ…

୫୦୦-୧୦୦୦ ନୁହେଁ ପାକିସ୍ତାନରେ ଅଛନ୍ତି ୨୪ କୋଟି ଆତଙ୍କବାଦୀ, ଖାନ ସାରଙ୍କ ବୟାନକୁ ନେଇ ପାକିସ୍ତାନ ଚିନ୍ତାରେ!

ନୂଆଦିଲ୍ଲୀ,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁର ଉପରେ ଖାନ ସାର୍‌ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଆମେ ପାକିସ୍ତାନଠାରୁ ଉନ୍ନତି ଆଶା କରୁଛୁ, କିନ୍ତୁ ଏହା ସମ୍ଭବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri