ଅନାସ୍ଥା ଆଣି ବିଫଳ ହେବାରୁ ମୋ’ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ, ଅଧ୍ୟକ୍ଷ କହିଲେ ଏମିତି… କେସିଙ୍ଗା,୧୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ୪ ଜଣ କାଉନସିଲର ମୋ’ ବିରୋଧରେ ଅନାସ୍ଥା ଆଣିବାରେ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ବିଫଳ ହେବାରୁ ମୋ’ ବିରୋଧରେ ଏବଂ ଏନ୍ଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ...