ବଦଳିଲା କେରଳର ନାଁ: ଜାଣନ୍ତୁ କେରଳମ୍ ଶଦ୍ଦର ଅର୍ଥ ନୂଆଦିଲ୍ଲୀ,୨୪।୨: କେରଳ ରାଜ୍ୟର ନାମକୁ କେରଳମ୍ରେ ପରିବର୍ତ୍ତନ କରିବାର ପ୍ରସ୍ତାବ ପୁଣି ଥରେ ଚର୍ଚ୍ଚାରେ ଆସିଛି। କେରଳ ବିଧାନସଭା ପୂର୍ୱରୁ ଦୁଇଥର ସର୍ୱସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିଛି ଯେ ରାଜ୍ୟର ନାମ ମାଲାୟଲମରେ ଯେପରି ଲେଖାଯାଏ ସେହିପରି ସମ୍ୱିଧାନରେ ମଧ୍ୟ…