ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ, ପୁଣି ଆର ବର୍ଷକୁ ଅପେକ୍ଷା କେନ୍ଦ୍ରାପଡ଼ା,୧୪।୧୦: ମା’ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ପାଇଁ କେନ୍ଦ୍ରାପଡ଼ା ସହର ଉତ୍ସବମୁଖର ହୋଇପଡ଼ିଛି। ସାତଦିନ ଧରି ମଣ୍ଡପରେ ପୂଜାର୍ଚ୍ଚନା ପରେ ଏବେ ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଭସାଣି ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ…