ଜମି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ହିଂସାକାଣ୍ଡ: ଯବାନ ମୃତ, ପୁଅ ବାପା-ମା’ ଗୁରୁତର
କେନ୍ଦ୍ରାପଡ଼ା,୪।୧: ଜମି ବିବାଦରୁ ଗଡ଼ିଲା ମୁଣ୍ଡ। ଯବାନ ପୁଅ ମୃତ୍ୟୁ ବରଣ ପରେ ବେଳେ ଗୁରୁତର ବାପା-ମା’। କେନ୍ଦ୍ରାପଡ଼ା ଜିଲାର ଏକ ଗାଁରେ ଜମିଜମା ବିବାଦକୁ ନେଇ ଏଭାଲକି ହିଂସାକାଣ୍ଡ ଘଟିଛି। ଶନିବାର ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରିଲୋ…
ନଦୀରେ ଭାସୁଛି ୭୦ରୁ ଊର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ୪ ପରିବାର ସର୍ବସାନ୍ତ
କେନ୍ଦ୍ରାପଡ଼ା,୧୭।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଓ ନଳପାହି ଗ୍ରାମରେ ଏକ ଦୁଃଖଦ ଘଟଣାରେ ପ୍ରାୟ ୬୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଇଁଷିମାନେ ଚରିବାକୁ ଯିବା ସମୟରେ ନଦୀରୁ ବାହାରିଥିବା ଏକ…
ନଦୀକୁ ଡେଇଁପଡ଼ିଲେ ଯୁବତୀ: ୪ କିଲୋମିଟର ପହଁରି ଜୀବନ ବଞ୍ଚାଇଲେ ୩ ସାହସୀ ଯୁବକ
କେନ୍ଦ୍ରାପଡ଼ା/ମାର୍ଶାଘାଇ,୩।୮(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଳପଡ଼ାସ୍ଥ ପୋଲ ଉପରୁ ଲୁଣାନଦୀକୁ ଜଣେ ଯୁବତୀ ରବିବାର ଡେଇଁପଡିଥିଲେ। ଯୁବତୀ ଜଣକ ନଦୀର ପ୍ରଖର ଶୁଅରେ ଭାସି ଯାଉଥିବା ବେଳେ ୩ ଜଣ ସାହସୀ ଯୁବକ…
କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ୨୨ ଏପ୍ରିଲରୁ ଅନିର୍ଦ୍ଦିଷ୍ଟ କାଳ ପ୍ରତିବାଦ
କେନ୍ଦ୍ରାପଡା,୧୦।୪: ଉପକୂଳ ଜିଲାରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ଦାବି କରି କେନ୍ଦ୍ରାପଡା ବାସିନ୍ଦା ୨୨ ଏପ୍ରିଲରୁ କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରାପଡା ମେଡିକାଲ…
କପି ଚେକ୍ କରିବା ବାହାନାରେ ଏଠି ସେଠି ହାତ ମାରୁଥିଲେ ଶିକ୍ଷକ; ହାରାସ ହୋଇ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ରୀ
କେନ୍ଦ୍ରାପଡ଼ା,୨।୩: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ କଲେଜର ଜଣେ ଯୁକ୍ତ ୨ ଛାତ୍ରୀ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଆତ୍ମହତ୍ୟା କରିଛନ୍ତି। ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ମାଆ। ସେ ପରୀକ୍ଷା ନିରୀକ୍ଷକଙ୍କ ଉପରେ ପରୀକ୍ଷା କେନ୍ଦ୍ରରେ ଅନୁପଯୁକ୍ତ…
ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ
କେନ୍ଦ୍ରାପଡା,୨୪ା୨ (ଜଗନ୍ନାଥ ଧଳ): କଟକ ଚାନ୍ଦବାଲି ରାଜ୍ୟ ରାଜପଥ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତିନିମୁହାଣୀ ନିକଟସୁ ଚଟିପୋଲ ଠାରେ ସୋମବାର ଏକ ସଡକ ଦୁର୍ଘଟଣା ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ ହାଇୱା ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର…
ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା
ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ା ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତା ବଡଭଉଣୀ। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା…
ଶିଳ୍ପ ପ୍ରତିଷ୍ଠା ଭାବାବେଗ ନିର୍ବାଚନ ପ୍ରତିଶ୍ରୁତି ପାଲଟିଛି
କେନ୍ଦ୍ରାପଡ଼ା, ୧୮। (ଜଗନ୍ନାଥ ଧଳ): ଭୁବନେଶ୍ୱରଠାରେ ଜାନୁଆରୀ ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମେକ୍ ଇନ୍ ଓଡ଼ିଶା ଷ୍ଟାମ୍ପରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଆୟୋଜିତ ହୋଇଥିଲା।…
ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା
କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍ସୋ ମାମଲାରେ ସାକ୍ଷୀ ଦେବାକୁ ମା’ବାପାଙ୍କ ସାଙ୍ଗରେ ଆସିଥିବା ନାବାଳିକା ବିଷ ପିଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା…
ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ
କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି…
ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା
ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଫାଟକରେ ବନ୍ଧା ଯାଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା କେଉଁଦିନର ଘଟଣା…
ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
ରାଜନଗର,୨୫ା୧୦(କୁଣ୍ଡିବାସ ପ୍ରଧାନ): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡ଼ାଙ୍ଗମାଳ ପଞ୍ଚାୟତ ବାଣ୍ଠୁଆଳ ଗ୍ରାମର ୮୦ ବର୍ଷୀୟ ମହିଳା ହେମଲତା ନାୟକଙ୍କର ଜୟଦୁର୍ଗା କଲ୍ୟାଣ ମଣ୍ଡପରେ ୨୨ତାରିଖ ରାତିରେ ଆଶ୍ରୟ ନେଇଥିଲେ। ଗୁରୁବାର ରାତିରେ ସେ ହୃଦଘାତ…
Archives


