Tag Archives: Keir Starmer

“ଗତିଶୀଳ” ଭାରତ-ବ୍ରିଟେନ ବନ୍ଧୁତା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ କାରରେ ଯାତ୍ରା କଲେ କେୟାର ଷ୍ଟାର୍ମର

ମୁମ୍ବାଇ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ “ଗତିଶୀଳ ଓ ଉତ୍ସାହପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ଦୁଇ ଦିନିଆ ଭାରତ ଗସ୍ତ ସମୟରେ ମୋଦି ତାଙ୍କ ସହ ଏକ କାର...

ବିଶାଳ ଭାରତୀୟ ବଜାର ଉପରେ ବ୍ରିଟେନ ହ୍ୱିସ୍କି ନିର୍ମାତାଙ୍କ ଲୋଲୁପ ଦୃଷ୍ଟି, ଟାର୍ଗେଟ ୧ ବିଲିୟନ

ମୁମ୍ବାଇ,୮।୧୦: ସ୍କଚ୍ ହ୍ୱିସ୍କି ଆସୋସିଏସନ ଏବଂ ବ୍ରିଟେନର ନିର୍ମାତାମାନେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଭାରତ ବାଣିଜ୍ୟ ମିଶନରେ ସାମିଲ ହୋଇଛନ୍ତି। ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଯୋଗୁଁ ସ୍କଚ୍ ହ୍ୱିସ୍କି ଶିଳ୍ପ ବଡ଼ ଲାଭାର୍ଥୀ ହେବ ବୋଲି ଆଶା...

ଆମେରିକା ସହ ଟେନ୍‌ସନ୍‌ ମଧ୍ୟରେ ଖୁସିଖବର ନେଇ ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ହେବ ଲାଭ

ନୂଆଦିଲ୍ଲୀ,୮।୧୦: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ସକାଳେ ମୁମ୍ବାଇରେ...

ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି: ବାର୍ଷିକ ୩୪ ବିଲିୟନ ଡଲାରର ବ୍ୟବସାୟ ବୃଦ୍ଧି ଆଶା

ଲଣ୍ଡନ,୨୪।୭: ଭାରତ ଏବଂ ବ୍ରିଟେନ ଗୁରୁବାର ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର କରିଛନ୍ତି, ଯାହା ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୩୪ ବିଲିୟନ ଡଲାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ୨୦୨୦ରେ ବ୍ରିଟେନ ଇଉରୋପୀୟ ସଂଘ...

ପ୍ରଧାନମନ୍ତ୍ରୀଙ୍କ ଘରେ ଲାଗିଲା ନିଆଁ, ଜଣେ ଗିରଫ

ଲଣ୍ଡନ,୧୩।୫: ଉତ୍ତର ଲଣ୍ଡନରେ ଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ନିଆଁ ଲଗାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ବ୍ରିଟିଶ ପୋଲିସ ଜଣେ...

ବ୍ରିଟେନରେ ବଦଳିଲା ସରକାର; ଜାଣନ୍ତୁ ଭାରତ ସହିତ ସମ୍ପର୍କରେ ଏହାର କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୫।୭: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ୧୪ ବର୍ଷ ପରେ କ୍ଷମତାକୁ ଫେରିଛି ଲେବର ପାର୍ଟି। ଦଳର ନେତା କିର୍ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପୂର୍ବ ସରକାରରେ ଦୁଇ ଦେଶ ତଥା ପ୍ରଧାନମନ୍ତ୍ରୀ ଋଷି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri