ଖୋଲିଲା କେଦାରନାଥ ଧାମ: ଭକ୍ତଙ୍କ ଉପରେ ଫୁଲ ବର୍ଷା ଡେରାଡୁନ,୨।୫: ଭକ୍ତମାନଙ୍କ ପାଇଁ ଶୁକ୍ରବାରଠାରୁ କେଦାରନାଥ ଧାମର ଦ୍ୱାର ଖୋଲାଯାଇଛି। ପ୍ରଥମ ଦିନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ କେଦାରନାଥ ଧାମରେ ପହଞ୍ଚିଥିଲେ। ଏଠାରେ ସେ ଭଗବାନ ଭୋଲେନାଥଙ୍କ ଦର୍ଶନ କରିଥିଲେ ଏବଂ ପ୍ରଥମ ଦିନରେ ଏଠାରେ ପହଞ୍ଚିଥିବା…