୩୧ ବର୍ଷରେ ଅବସର ଘୋଷଣା କଲେ ଏହି ଭାରତୀୟ ଖେଳାଳୀ, ୨.୪ କୋଟିରେ କିଣିଥିଲା KKR ନୂଆଦିଲ୍ଲୀ,୧୨ା୧: IPL ୨୦୨୬ ଆରମ୍ଭ ହେବାକୁ ଆହୁରି ଦୁଇ ମାସରୁ ଅଧିକ ସମୟ ବାକି ଅଛି । କିନ୍ତୁ ଏହା ପୂର୍ବରୁ ଜଣେ ଭାରତୀୟ ବୋଲର ତାଙ୍କର ଅବସର ଘୋଷଣା କରିଛନ୍ତି। ଏହି ଭାରତୀୟ ବୋଲର ହେଉଛନ୍ତି କେସି କାରିଆପ୍ପା,...