ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ‘କାୟାକଳ୍ପ’ ଅନୁଧ୍ୟାନ, ସନ୍ତୋଷବ୍ୟକ୍ତ କଲେ…. ଥୁଆମୂଳ ରାମପୁର,୧୨ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ପରିସରରେ ବୁଧବାର ସମ୍ମାନଜନକ ‘କାୟାକଳ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ସ୍ବଚ୍ଛତା, ପରିମଳ ଏବଂ ସେବାର ମାନ ବୃଦ୍ଧି କରିବା ଲକ୍ଷ୍ୟରେ…