ଅନିରୁଦ୍ଧାଚାର୍ଯ୍ୟଙ୍କୁ ହୃଦୟର କଥା କହିବା ପଡ଼ିଲା ମହଙ୍ଗା: ଚତୁର୍ଥୀ ରାତିରେ ଗଲା ଶିକ୍ଷକଙ୍କ ଜୀବନ ଜବଲପୁର,୧।୭: ମଧ୍ୟପ୍ରଦେଶର ଜବଲପୁରର ଜଣେ ଅତିଥି ଶିକ୍ଷକଙ୍କୁ ପ୍ରସିଦ୍ଧ କଥାକାର ଅନିରୁଦ୍ଧାଚାର୍ଯ୍ୟଙ୍କ ମଞ୍ଚରେ ନିଜ ହୃଦୟର କଥା କହିବାର ମୂଲ୍ୟ ଦେବାକୁ ପଡ଼ଛି। ୪୯ ବର୍ଷ ବୟସରେ ବିବାହ ନ କରିବାର ଖବର ଚତୁର ଗୁଣ୍ଡାମାନଙ୍କ ପାଖରେ ପହଞ୍ଚିଲା ଏବଂ...