ଓଡିଶାରୁ କାଶ୍ମୀର ଯୁବକ ଗିରଫ ଘଟଣାରେ ରାୟ ପ୍ରକାଶ, ୫ ବର୍ଷ କାରାଦଣ୍ଡ ଧର୍ମଶାଳା,୨୬।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର ମିଲତନଗରରୁ ଗତ ୧୫/୧୨/୨୩ ତାରିଖ ରେ ଗିରଫ ହୋଇଥିବା କାଶ୍ମୀର ଯୁବକ ସୟଦ ଅହେସାନ ବୁଖାରୀକୁ ଠକେଇ ମାମଲାରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଆଜି ୫ ବର୍ଷ କାରାଦଣ୍ଡରେ...