ନୂଆଦିଲ୍ଲୀ,୨୦।୧୦: ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା କାର୍ତ୍ତିକ ସବେଶଙ୍କର ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି ।…