ଦାଦାଙ୍କ ମୃତ୍ୟୁର ତିନିଦିନ ପରେ ଏହି ଅଭିନେତାଙ୍କ ପରଲୋକ, ଚଳଚ୍ଚିତ୍ର ଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୨୦।୧୦: ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା କାର୍ତ୍ତିକ ସବେଶଙ୍କର ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ…

