Karni Sena: କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ହତ୍ୟା, କାରରୁ ଓହ୍ଲାଇବା ସମୟରେ ଫୁଟିଲା ଗୁଳି ରାଞ୍ଚି,୨୧।୪: ଝାଡ଼ଖଣ୍ଡ ଜାମସେଦପୁରରେ ଅପରାଧ ବେଳକୁ ବେଳ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ରବିବାର (ଏପ୍ରିଲ ୨୦)ରେ ଦେଖିବାକୁ ମିଳିଥିଲା, ଯେତେବେଳେ ଶ୍ରୀ ରାଜପୁତ କରଣୀ ସେନା(Karni Sena)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଝାଡ଼ଖଣ୍ଡ ରାଜ୍ୟ ସଭାପତି ବିନୟ...