ଭାରତୀୟ ଦର୍ଶନରେ କର୍ମବାଦ
ରତୀୟ ସଂସ୍କୃତିରେ ଦର୍ଶନକୁ ତତ୍ତ୍ୱଜ୍ଞାନ ବା ଆଧ୍ୟାତ୍ମିକ ବିଦ୍ୟା ବୋଲି ଅଭିହିତ କରାଯାଏ। ଦର୍ଶନର ଆକ୍ଷରିକ ଅର୍ଥ ହେଉଛି ‘ପ୍ରଜ୍ଞାନୁରାଗ’। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ମତରେ ଦର୍ଶନ ହେଉଛି ବାସ୍ତବତାର ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ସମସ୍ୟା। ଭାରତୀୟ ଦର୍ଶନରେ ମାନସିକ, ସାମାଜିକ,...


