ଧନକର ଏବେ କେଉଁଠି ଅଛନ୍ତି? ‘ଲାପତା ଲେଡିଜ’ ଶୁଣିଥିଲୁ, ହେଲେ ‘ଲାପତା ଉପରାଷ୍ଟ୍ରପତି’ ନୁହେଁ, ବଡ଼ ପ୍ରଶ୍ନ ଉଠାଇଲେ ସିବଲ ନୂଆଦିଲ୍ଲୀ,୯।୮: ରାଜ୍ୟ ସଭା ଏମପି ଏବଂ ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଜଗଦୀପ ଧନକରଙ୍କ ସାଧାରଣରେ ଅନୁପସ୍ଥିତି ଉପରେ ଶନିବାର ପ୍ରଶ୍ନ ଉଠାଇଛନ୍ତି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ସେ ‘ଲାପତା…