୨ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ୍, ହଠାତ୍ ଚାକିରି ଛାଡ଼ିଦେଲେ ଏହି ଅଫିସର: ଦେଶରେ ବଢୁଛି ଚର୍ଚ୍ଚା ନୂଆଦିଲ୍ଲୀ,୧୯।୭: ଇଡି ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ସେହି ଇଡି ଅଧିକାରୀ ଯିଏ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲେ। କପିଲ ରାଜ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ। ସେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…