ଅସ୍ତିତ୍ୱ ହରାଇଛି କାଞ୍ଜିଆହୁଦା, ସହର ରାସ୍ତା ପାଲଟିଛି ଗୁହାଳ ପଟ୍ଟାମୁଣ୍ଡାଇ,୨୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ କାଞ୍ଜିଆହୁଦା ଯୋଜନା ପ୍ରହସନରେ ପରିଣତ ହୋଇଛି। ଦିନ ହେଉ କି ରାତି ସହରର ରାସ୍ତାଗୁଡ଼ିକ କାଞ୍ଜିଆହୁଦା ପାଲଟିଛି। ବିଭିନ୍ନ ଛକରେ ମାଳମାଳ ଗୋରୁ ଗୋଠରେ ପଡ଼ି ରହିଲା ଭଳି ରାସ୍ତାରେ ଶୋଇ ରହୁଥିବା…