କଳ୍ପନା ଚାଓ୍ବଲାଙ୍କ ପରେ ଚେତିଲା ନାସା, ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ବଦଳାଇଲା ନିୟମ ଓ୍ବାଶିଂଟନ,୩୧ା୮: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଫେରାଇ ଆଣିବାରେ ନାସା ଆଉ କୌଣସି ଭୁଲ୍ କରିବାକୁ ଚାହୁଁନାହିଁ। କାରଣ ଏପରି ଘଟଣାରେ ଅନେକ ମହାକାଶଚାରୀ ଦୁର୍ଘଟଣାରେ ପ୍ରାଣ ହରାଇସାରିଛନ୍ତି। ଏଭଳି ପରିସ୍ଥିତିରେ ନାସା ବର୍ତ୍ତମାନ ସତର୍କତାର ସହ କାର୍ଯ୍ୟ...