ଦାଦନ ଖଟି ଯାଉଥିବା ବେଳେ ଅଧାରାସ୍ତାରୁ ଶ୍ରମିକ ନିଖୋଜ, ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ଥ ହେଲେ ପରିବାରଲୋକେ…
ଲାଞ୍ଜିଗଡ,୧୦।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି । କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ର୍ନିଯ୍ୟାତିତ ହେଉଛି ତ କେତେବେଳେ ନିଖୋଜ…
କାହା ଚାପରେ ଚୁପ୍ ଜୁନାଗଡ଼ ପୋଲିସ-ଶିକ୍ଷା ବିଭାଗ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ଭବାନୀପାଟଣା, ୧୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇ ଜୁନାଗଡ଼ ଥାନାରେ ଗତ…
ଏକାଠି ନୂଆଁଖାଇ ପାଳିଲେ ୫୭ ପରିବାର, ପରସ୍ପରର ସୁଖସମୃଦ୍ଧି…
ରିଷିଡା, ୫।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତର କୁନ୍ଦେଇପାଲି ଗାଁର ଗୌତିଆ ପରିବାର ସମେତ ପଡ଼ାବାସୀ ଶୁକ୍ରବାର ଏକତ୍ରିତ ହୋଇ ନୂଆଖାଇ ପାଳିଛନ୍ତି। ସେମାନେ ପ୍ରଥମେ ଗାଁର ଇଷ୍ଟ ଦେବୀ ମା’ କନ୍ଧେନ ବୁଢ଼ୀଙ୍କଠାରେ ପ୍ରଥମେ ନୂଆ…
ଭାଜପାର ବ୍ଲକସ୍ତରୀୟ ସାଂଗଠନିକ ସମାବେଶ, କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ଜିଲା ସଭାପତି-ଧର୍ମଗଡ଼ ବିଧାୟକ
କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଦୂର୍ଗାମଣ୍ଡପଠାରେ ବୁଧବାର ଭାଜପାର ବ୍ଲକ ସ୍ତରୀୟ ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ଓ ଯୋରାଡବରା ମଣ୍ଡଳର ସଭାପତି ଡୋଳାମଣୀ ଭୋଇ ଓ ଯତିନ୍ଦ୍ର ସାହୁଙ୍କ…
ଜାତୀୟ କ୍ରୀଡା ସମ୍ମିଳନୀ: ଯୋଗ ଦେବେ କଳାହାଣ୍ଡିର ସୁନା ଝିଅ ସାନଭିପ୍ରଜ୍ଞା
ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ)-ଜାତୀୟ ମହିଳା କ୍ରିକେଟ ସମ୍ମିଳନୀରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ସୁନା ଝିଅ ସାନଭିପ୍ରଜ୍ଞା ରାଉତ (ମାହୀ)। ଏହି ଖବର ଜଣାପଡ଼ିବା ପରେ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲାର କୋକସରା ବ୍ଲକ ଖପରାମାଲ ଗ୍ରାମେ ତଥା…
କେସିଙ୍ଗା ଆଦର୍ଶ ଥାନାରେ ନୂତନ ଆଇଆଇସି: ଅଭିଯୁକ୍ତଙ୍କ ବିରୋଧରେ ନେବେ କଡ଼ା ପଦକ୍ଷେପ
କେସିଙ୍ଗା,୨।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାରେ ନୂତନ ଆଇଆଇସି ଜିତେନ୍ଦ୍ର ବିଶ୍ବାଳ ସୋମବାର ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ସେ ଏହା ପୂର୍ବରୁ ଲାଞ୍ଜିଗଡ଼ ଥାନାରେ ଥିଲେ। ଜଣେ ଦକ୍ଷ ଥାନା ଅଧିକାରୀ ଭାବେ କେସିଙ୍ଗା ଆଦର୍ଶ ଥାନାରେ ଯୋଗଦାନ…
ଜୟନ୍ତ କୁମାର ପାଇଲେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ, ଛୁଟିଛି ଶୁଭେଚ୍ଛାର…
ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)- ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଜୀଙ୍କ ୮୧ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ…
କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବା ବିପଯ୍ୟସ୍ତ: ୮ମାସରେ ବଦଳିଲେଣି ୩ ସିଡିଏମ୍ଓ, ୪୧୧ ଡାକ୍ତର ପଦବୀ ଖାଲି
ଭବାନୀପାଟଣା, ୧୪।୮ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟସେବା ବିପଯ୍ୟସ୍ତ ହେବାରେ ଲାଗିଥିବାବେଳେ ବର୍ତ୍ତମାନ ୮ ମାସରେ ଜିଲାରେ ୩ ସିଡିଏମଓଙ୍କ ବଦଳି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୨୦୨୪ ମସିହା…
ଦଧିବାମନ ମନ୍ଦିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଅଗଷ୍ଟ ୨୮…
ଭବାନୀପାଟଣା,୯।୮ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗତ ସହର ସ୍ଥିତ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଶନିବାର ରାକ୍ଷୀ ପୂର୍ଣ୍ଣିମାରେ ଚଳିତ ବର୍ଷ ନୂଆଁଖାଇ ପାଇଁ ଏକ ପଣ୍ଡିତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆସନ୍ତା ଅଗଷ୍ଟ ୨୮ ତାରିଖ ଭାଦ୍ରବ ଶୁକ୍ଳ…
୧୦ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କଳାହାଣ୍ଡି ଗସ୍ତ, ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ
ଭବାନୀପାଟଣା,୮।୮(ଉତ୍ତମ କୁମାର ଦାଶ)-ଆସନ୍ତା ୧୦ ତାରିଖ ରବିବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଥମ କରି ଉପ ମୁଖ୍ୟମନ୍ତ୍ରୀ ପରିଡାଙ୍କ କଳାହାଣ୍ଡି ଗସ୍ତ ହୋଇଥିବାରୁ ଏହାକୁ ନେଇଁ…
ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଜଙ୍ଗଲ ମଝିରେ ପ୍ରସବ କଲେ ଗର୍ଭବତୀ, ଗୁରୁତର ଅଛନ୍ତି…
କୋକସରା,୧ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତ ସର୍ଗିପାନି ଗାଁର ଜାଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କ ଶୁକ୍ରବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏ…
ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ: ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ…
କର୍ଲାମୁଣ୍ଡା,୨୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରି ବିଭିନ୍ନ ଶକ୍ତିର ଉତ୍ସ ପ୍ରଦର୍ଶନ କରିଥିଲେ। ତେରେସିଙ୍ଗା…
Archives


