ପୋଲିସର ବଡ଼ ସଫଳତା: ବାଇକ୍ ଚୋରି ରାକେଟର ୬ ଅଭିଯୁକ୍ତ ଗିରଫ, ୯ଟି ବାଇକ୍ ଜବତ ରିଷିଡ଼ା,୧୯।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମରାପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ ଏକ ବାଇକ୍ ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତ ସମେତ...