ସାବଧାନ! ପପ୍ ସଙ୍ଗୀତ, ଟିଭି ଡ୍ରାମା ଦେଖିଲେ ଫାଶୀ ପୋଙ୍ଗଓ୍ବାଙ୍ଗ,୧୦।୨: ଉତ୍ତର କୋରିଆରେ ପପ୍ ସଙ୍ଗୀତ ଏବଂ ସ୍କ୍ବିଡ୍ ଗେମ୍ ଭଳି ଦକ୍ଷିଣ କୋରିଆର ଟିଭି ଡ୍ରାମା ଦେଖିଲେ କଠୋର ଦଣ୍ଡ ମିଳୁଛି । ବର୍ଷ ବର୍ଷ ଧରି ଅଭିଯୁକ୍ତଙ୍କୁ ଲେବର କ୍ୟାମ୍ପରେ ବନ୍ଧକ ରଖାଯିବା ସହିତ ଫାଶୀ ମଧ୍ୟ ଦିଆଯାଉଛି…