ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଆମଦାନୀ ଉପରେ ବ୍ୟାନ ଲଗାଇଲା ଭାରତ ନୂଆଦିଲ୍ଲୀ,୧୧ା୮: ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ଭାରତ ସୋମବାର ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଓ ଦଉଡ଼ି ଆମଦାନୀ ଉପରେ ସମସ୍ତ ସ୍ଥଳପଥ ମାର୍ଗରେ ତୁରନ୍ତ ନିଷେଧାଜ୍ଞା ଜାରି କରିଛି। ତେବେ, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ...