ବିଜୟ ପରେ କାହିଁକି ଛୋଟ ପିଲାଙ୍କ ଭଳି ରବି ଶାସ୍ତ୍ରୀଙ୍କ କୋଳକୁ ଡେଇଁ ପଡିଲେ ବିରାଟ କୋହଲି, ଭିଡିଓ ହେଉଛି ଭାଇରାଲ ନୂଆଦିଲ୍ଲୀ,୪।୬: IPL 2025 ର ଫାଇନାଲ କେବଳ ଏକ କ୍ରିକେଟ ମ୍ୟାଚ ନଥିଲା, ଏହା ଲକ୍ଷ ଲକ୍ଷ ଆଶାର ବିସ୍ଫୋରଣ ଥିଲା। ବର୍ଷର କ୍ଳାନ୍ତି, ଟ୍ରୋଲ, ନୀରବ ସଂଘର୍ଷ ଏବଂ କେବେ ଶେଷ ନହେବା ଅପେକ୍ଷା, ସବୁକିଛି ଗୋଟିଏ ରାତିରେ ଧୋଇ…