ମାତ୍ର ୭ ଦିନ ବିଟ୍ ଜୁସ୍ ପିଇ ଦେଖନ୍ତୁ ଚମତ୍କାରିତା: ଦୂର ହେବ ଏସବୁ ସମସ୍ୟା
ବିଟ୍ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ବିଟ୍କୁ ଅନେକ ଉପାୟରେ ଖାଦ୍ୟରେ ସାମିଲ କରାଯାଇପାରିବ। ଯେଉଁମାନଙ୍କର ଆଇରନ ସମସ୍ୟା ଅଛି ସେମାନଙ୍କ ପାଇଁ ବିଟ୍ ଖାଇବା ଲାଭଦାୟକ। କାରଣ ଏଥିରେ ମାଙ୍ଗାନିଜ, ପୋଟାସିୟମ, ଆଇରନ, ଫୋଲେଟ,...


