ବଡ଼ ଖବର: ମହାମେଣ୍ଟରୁ ଅଲଗା ହେଲା JMM, ନିଜ ଦମ୍ରେ ଲଢିବ ନିର୍ବାଚନ ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମହାଗଠବନ୍ଧନକୁ ଏକ ବଡ଼ ଝଟକା ଦେଇଛି। ଏହା ଏବେ ମେଣ୍ଟରୁ ପୃଥକ ଭାବରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସମ୍ପାଦକ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ଦଳ...