ସବୁଠାରୁ ବଡ଼ ଯନ୍ତ୍ରଣା ଲୁଚାଇ ରଖିଥିଲେ ଭାରତୀୟ କ୍ରିକେଟର, ଟି-୨୦ ବିଶ୍ୱକପ୍ ପୂର୍ବରୁ ହୋଇଥିଲା ବାପାଙ୍କ ମୃତ୍ୟୁ ମୁମ୍ବାଇ,୧୧।୩: ଭାରତୀୟ ଷ୍ଟାର ୱିକେଟକିପର ବ୍ୟାଟର ଜୀତେଶ ଶର୍ମା ନିକଟରେ ନିଜ ଜୀବନର ଏକ ବଡ଼ ଦୁଃଖଦ ଖବର ସେୟାର କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍ରେ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା, କିନ୍ତୁ ସେ ଏଥିପାଇଁ ମନଦୁଃଖ କରିନାହାନ୍ତି। କାରଣ ବିଶ୍ୱକପ୍…