ମାର୍କେଟ୍କୁ ଆସିବ JIO ଇଲେକ୍ଟ୍ରିକ୍ ସାଇକେଲ, ଦାମ୍ ରହିଛି… ନୂଆଦିଲ୍ଲୀ,୩ା୩: ଟେଲିକମ୍ୟୁକେଶନ କ୍ଷେତ୍ରରେ ବିପ୍ଳବ ଆଣିଥିବା JIO ଏବେ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛି। ପୋଷାକଠାରୁ ପେଟ୍ରୋଲ ପର୍ଯ୍ୟନ୍ତ JIO ବ୍ରାଣ୍ଡ ବିନା କୌଣସି କ୍ଷେତ୍ର ନାହିଁ। ଏବେ ଜିଓ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି।...