ପ୍ରକାଶ ପାଇଲା JEE Main ରେଜଲ୍ଟ, ୨୪ ଟପ୍ପର ନୂଆଦିଲ୍ଲୀ,୧୯ା୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ (JEE MAIN) ୨୦୨୫ର ଫଳାଫଳ ପ୍ରକାଶ କରିଛି। ଦୁଇ ଝିଅ ସମେତ ୨୪ ଛାତ୍ରୀଛାତ୍ର JEE MAINରେ ଶତ ପ୍ରତିଶତ…