ଜେଡିୟୁ ବିଧାୟକ ଦଳ ନେତା ହେଲେ ନୀତୀଶ ପାଟ୍ନା,୧୯ା୧୧: ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତୀଶ କୁମାର। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ନୀତୀଶ କୁମାର ଶପଥ ନେବେ। ଦଶମ...