ବଡ଼ ସଙ୍କେତ ଦେଲେ ସୁର: ଆମ ପାଖରେ ପଇସା ଅଛି, ଜଟଣୀରୁ ନିର୍ବାଚନ… ଭୁବନେଶ୍ବର,୯।୨: ପୁଣି ନିର୍ବାଚନ ଲଢ଼ିବେ ସୁର ରାଉତରାୟ । ଏନେଇ ଆଜି ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଘୋଷଣା କରିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ଲଢ଼ିବି ବୋଲି ସେ କହିଛନ୍ତି । ୨୦୨୪ ନିର୍ବାଚନରେ ଜଟଣୀରୁ ହାରିଥିଲା କଂଗ୍ରେସ…